କଟକରେ ଦଶହରା ପାଇଁ ପ୍ରସ୍ତୁତି ବୈଠକ : ୫୫ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ

କଟକ: ଦଶହରା ପାଇଁ କଟକ କମିସନରେଟ ପୁଲିସର ଜବାହାରଲାଲ ଇଣ୍ଡୋର ଷ୍ଟାଡିଅମଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସହରରେ ୩୧ଟି ଏଡପୋଷ୍ଟ, ଭସାଣି ପାଇ ୧୪ଟି ଏଡପୋଷ୍ଟ କରାଯାଇଛି। ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ ପିସିଆର, କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି। ଭସାଣିରେ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଜାଇପାରିବେ। ପରେ ପାରମ୍ପରିକ ବାଦ୍ୟରେ ଭସାଣି ଅନୁଷ୍ଠିତ କରିପାରିବେ ବୋଲି ସୂଚନା ଦେଇଛନ୍ତି … Continue reading କଟକରେ ଦଶହରା ପାଇଁ ପ୍ରସ୍ତୁତି ବୈଠକ : ୫୫ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ